Lyrical – Bhijei Dei Jaa Thare – Song With Lyrics | Humane Sagar | A song by Sidharth TV



ବର୍ଷା ଥାଉ କି ନଥାଉ, ତୁ ନଥିଲେ ଜୀବନଟା ଶୁଖା ଶୁଖା ଲାଗେ, ଏକା ଏକା ଲାଗେ … ତୋ ପ୍ରତୀକ୍ଷାରେ ମୁଁ ସବୁବେଳେ .. ସବୁଋତୁରେ.. ତୁ ଯୋଉଠି ଥା… ଥରୁଟିଏ ଖାଲି ମୋ ପାଖକୁ ଆ’… ତୁ ଆସିଲେ ହିଁ, ମୁଁ ଭିଜୁଥିବି ଆଉ ଭିଜୁଥିବି ତୋ’ରି ପ୍ରେମ ବର୍ଷାରେ…

For Caller Tunes:
OPERATOR CODES:
Vodafone Subscribers Dial 5379675559
Airtel Subscribers Dial 5432116291341
Idea Subscribers Dial 567899675559
Tata DoCoMo Subscribers sms SET 9675559 To 543211
BSNL (South / East) Subscribers sms BT 9675559 To 56700
Aircel (South / East) Subscribers sms DT 9675559 To 53000
Tata Indicom Subscribers sms WT 9675559 To 12800
Uninor Subscribers sms ACT CT 9675559 To 51234
BSNL (North / West) Subscribers sms BT 6714663 To 56700
Aircel (North / West) Subscribers sms DT 6714663 To 53000

Song : Bhijei Dei Jaa Thare
Album : Mun To Hero
Singer : Human Sagar
Lyrics : Arun Mantri
Music Director : Asad Nizam
Recorded At: Sarthak Music Studio.
Mastering By : Sitaram Agrawal & Swapnajit Sabat at Sidharth Music Studio
Banner: Sidharth Music
Music Label: Sidharth Music
Producer: Sitaram Agrawalla

ଭିଜେଇ ଦେଇ ଯା’ଥରେ,,
ପ୍ରିୟାତୋ’ ପ୍ରେମ ବର୍ଷାରେ..
ଆଜି ଏ ସାରା ଦୁନିଆ
ଜଳିଲେ ଜଳୁ ଈର୍ଷାରେ..
ତତେ ଚାହିଁ, ଶୋଇ ନାହିଁ
ମୁଁ କାଲି ରାତିରେ..
ଥା’ ପଛେ ଯେତେ ଦୂରେ…
ଆ’ ଥରେ ଆ’ ଥରେ…

ତୁ.. ନାହୁଁ ସବୁତ ଅଧା
ବହୁଦିନୁ ହେଇନି ଓଦା
ଦର ମରା ମୁଁ ତୋ’ବିନା…
ମନ ମୋର ଶୁଖିଲା ମାଟି
ଛିଟା ତୋର ଦେଇଯା’ ଛାଟି
କରୁ କାଇଁ ତୁ ବାହାନା…
ଏକା ଏକା, ଲାଗେ ଏକା
ତୋ ବିନା ସାଥିରେ..
ଥା’ ପଛେ ଯେତେ ଦୂରେ..
ଆ’ ଥରେ ଆ’ ଥରେ..

ତୁ.. ଥରେ ଆସିବୁ ବୋଲି,
ମତେ ଆସି ଡାକିବୁ ବୋଲି
ଖୋଲା ଅଛିମୋ ଝରକା..
କହେ ଆସି ଶ୍ରାବଣ ଋତୁ
ମନେ କାଇଁ ରଖିଚୁ କିନ୍ତୁ
ମତେ ବାଧେରେ ଅଧିକା..
ତୋ’ଚେହେରା, ନାଚେ ପରା
ମୋ ଦୁଇ ଆଖିରେ..
ଥା’ ପଛେ ଯେତେ ଦୂରେ…
ଆ’ ଥରେ ଆ’ ଥରେ…

Enjoy and stay connected with us!!

Like us on Facebook
http://bit.ly/2TefAbv
http://bit.ly/2AbOavA
http://bit.ly/2Si76Qn

“Sidharth TV” ଏବଂ “Sidharth Music” ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ “Sidharth TV” ଏବଂ “Sidharth Music” ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

Like us on Facebook
http://bit.ly/2Si76jl
http://bit.ly/2AbOavA
http://bit.ly/2Si76Qn

#SidharthMusic #SidharthTV #SitaramAgrawal #NamitaAgrawal #OdiaAgana

source